ଅଳିଆଗଦାରେ ଲାଗିଲା ନିଆଁ:ଧୂଆଁରେ ଲୋକେ ହନ୍ତସନ୍ତ

ଚନ୍ଦ୍ରଶେଖରପୁର: ଆଜି ଭୋରରୁ ପଟିଆ କଲେଜ୍ ରାସ୍ତା ବଜରଙ୍ଗ ବିହାର ନିକଟରେ ଥିବା ପଥର ଖଣିରେ ପଡ଼ୁଥିବା ଅଳିଆଗଦାରେ ନିଆଁ ଲାଗିଯାଇ ପ୍ରବଳ ଧୂଆଁ ବାହାରିଥିଲା। ସୂଚନାପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ କାର୍ଯ୍ୟାଳୟରୁ ୩ଟି ଦମକଳ ପହଞ୍ଚି ନିଆଁ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ଧରି ପାଣି ପକାଇବା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ନିଆଁ ଲାଗିବା ଫଳରେ ସ୍ଥାନୀୟ ପଟିଆ, ମାରୁତି ଭିଲ୍ଲା, ଆର୍ଯ୍ୟଭିଲ୍ଲା, ସାଇ ବିହାର, ମହାବୀର … Continue reading ଅଳିଆଗଦାରେ ଲାଗିଲା ନିଆଁ:ଧୂଆଁରେ ଲୋକେ ହନ୍ତସନ୍ତ